ପ୍ରତ୍ୟହ ନାରାୟଣ ସେବାBy Annapurna / December 9, 2025 ଅନ୍ନପୂର୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟହ ନାରାୟଣ ସେବା ଅର୍ଥାତ ଭୋଜନର ବ୍ୟବସ୍ଥା । ଆମରି ଏହି ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ନିଃଶୁଳ୍କ (free-fooding) ଭୋଜନ ଦିଆଯାଉଛି ।