Daily Blogs, Our activities, Our Services
ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡକେରା, କହ୍ନେଇ ବିଦ୍ୟାଧର ପୁରରେ ତା. ୦୯.୧୨.୨୦୨୫ ମଙ୍ଗଳବାର ଦିନ ସାଧାରଣ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା ।
ଅନୁଷ୍ଠାନ ର ଏହି ମହତ କାର୍ଯ୍ୟ ନିମନ୍ତେ ସହୋଯୋଗ କାମନା କରୁଛୁ ।
Our Services
ପ୍ରତ୍ୟହ ନାରାୟଣ ସେବା
ଅନ୍ନପୂର୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟହ ନାରାୟଣ ସେବା ଅର୍ଥାତ ଭୋଜନର ବ୍ୟବସ୍ଥା । ଆମରି ଏହି ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଦିନ ନିଃଶୁଳ୍କ (free-fooding) ଭୋଜନ
